କାମପିପାସୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ

ଯେଉଁ ଯୁବତୀ ମୁହଁରେ ଆଶାରାମଙ୍କ ଟର୍ଚ୍ଚ ଆଲୋକ ପଡ଼ୁଥିଲା, ସେଦିନ ସେଇ ଯୁବତୀଟି ହିଁ ଦରକାର ହେଉଥିଲା ତାଙ୍କୁ ପ୍ରସାଦ ରୂପେ ଯୋଧପୁର (ରାଜସ୍ଥାନ): ଏକ ନାବାଳିକା ଦୁଷ୍କର୍ମ ଅପରାଧରେ ବୁଧବାର ଦିନ ଯୋଧପୁରର ଏକ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି ‘ଆତ୍ମଘୋଷିତ ଭଗବାନ’ ଆଶାରାମ ବାପୁ ଏବଂ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ତେବେ, ଆଶାରାମଙ୍କ ବିରୋଧରେ ବିଚାରପତି ଦେଇଥିବା ୪୫୩ ପୃଷ୍ଠା ସମ୍ବଳିତ … Continue reading କାମପିପାସୁ ଆଶାରାମ ବାପୁଙ୍କୁ ଆଜୀବନ ଜେଲ